ଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ :
ବାପା କାଲି ବଜାରରୁ ଗୋଟିଏ ପେଟି ସ୍ପ୍ରିଙ୍ଗ-ଫେଲ୍ସ ଆମ୍ବ ଆଣିଛନ୍ତି
ସମକକ୍ଷ : ସ୍ପ୍ରିଙ୍ଗ-ଫେଲ୍ସ ଆମ୍ବ
ଅର୍ଥ : ସ୍ପ୍ରିଙ୍ଗ-ଫେଲ୍ସ ଆମ୍ବର ଗଛ
ଉଦାହରଣ :
ସ୍ପ୍ରିଙ୍ଗ-ଫେଲ୍ସ ଆମ୍ବଗଛରେ ପୂରା ଦଶଟି ଆମ୍ବ ଲାଗିଛି
ସମକକ୍ଷ : ସ୍ପ୍ରିଙ୍ଗ-ଫେଲ୍ସ ଆମ୍ବଗଛ, ସ୍ପ୍ରିଙ୍ଗ-ଫେଲ୍ସ ଗଛ