ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପେଶାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପେଶାଲ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ ଅବସରରେ ବା କୌଣସି ବିଶେଷ ବ୍ୟକ୍ତିଙ୍କ ନିମନ୍ତେ ଚଳାଯାଉଥିବା ଅସାମାନ୍ୟ ରେଳଗାଡି

ଉଦାହରଣ : ଦୁର୍ଗାପୂଜା ସମୟରେ ମୁମ୍ବାଇରୁ କଲିକତା ପର୍ଯ୍ୟନ୍ତ ହାଉଡା ସ୍ପେଶାଲ ଟ୍ରେନ୍ ଚାଲେ

ସମକକ୍ଷ : ସ୍ପେଶାଲ ଟ୍ରେନ୍

किसी विशेष अवसर पर या किसी विशेष व्यक्ति के लिए चलाई जाने वाली असामान्य रेलगाड़ी।

दुर्गा पूजा के समय मुम्बई से कोलकता तक हावड़ा स्पेशल चलती है।
इस्पेशल, इस्पेशल ट्रेन, स्पेशल, स्पेशल ट्रेन

Public transport provided by a line of railway cars coupled together and drawn by a locomotive.

Express trains don't stop at Princeton Junction.
railroad train, train