ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପଷ୍ଟୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପଷ୍ଟୀକରଣ   ବିଶେଷ୍ୟ

ଅର୍ଥ : କୌଣସି ଅସ୍ପଷ୍ଟ କଥାକୁ ସ୍ପଷ୍ଟ କରିବା କ୍ରିୟା ଯାହାଦ୍ୱାରା ଅନ୍ୟମାନଙ୍କର ଭ୍ରମ ଦୂର ହୋଇପାରିବ

ଉଦାହରଣ : ମନ୍ତ୍ରୀ ମହୋଦୟଙ୍କ ସ୍ପଷ୍ଟୀକରଣ ପରେ ବିରୋଧୀ ନେତା ଚୁପ୍ ହୋଇଗଲେ ବିରୋଧୀମାନେ ସରକାରଙ୍କୁ ତାଙ୍କ ଆର୍ଥିକ ନୀତିର ପ୍ରସ୍ତାବ ଉପରେ ସ୍ପଷ୍ଟୀକରଣ ମାଗିଲେ

जो बात स्पष्ट होने से रह गई हो, उसे इस प्रकार स्पष्ट करने की क्रिया कि औरों का भ्रम दूर हो जाए।

मंत्रीजी के स्पष्टीकरण के पश्चात् विपक्षी नेता चुप हो गए।
विपक्ष ने सरकार से उनकी आर्थिक नीति प्रस्ताव पर स्पष्टीकरण माँगा।
अध्याहार, खुलासा, स्पष्टीकरण

An interpretation that removes obstacles to understanding.

The professor's clarification helped her to understand the textbook.
clarification, elucidation, illumination