ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପର୍ଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପର୍ଶ   ବିଶେଷ୍ୟ

ଅର୍ଥ : ଗ୍ରହଣ ସମୟରେ ସୂର୍ଯ୍ୟ ଅଥବା ଚନ୍ଦ୍ର ଉପରେ ଛାୟା ପଡିବାର କ୍ରିୟା ବା ଗ୍ରହଣର ଆରମ୍ଭ

ଉଦାହରଣ : ଦୂରଦର୍ଶନରେ ସୂର୍ଯ୍ୟ ଗ୍ରହଣର ଆରମ୍ଭରୁ ନେଇ ମୋକ୍ଷ ପର୍ଯ୍ୟନ୍ତ ସମସ୍ତଦୃଶ୍ୟ ପ୍ରଦର୍ଶନ କରାଗଲା

ग्रहण के समय सूर्य अथवा चन्द्रमा पर छाया पड़ने लगने की क्रिया या ग्रहण का आरंभ।

दूरदर्शन पर सूर्य ग्रहण का स्पर्श से लेकर मोक्ष तक का दृश्य दिखाया गया।
स्पर्श

ଅର୍ଥ : ସଂଭୋଗର ଏକ ପ୍ରକାର ବା ଆସନ ବା ରତି ବନ୍ଧ

ଉଦାହରଣ : ସ୍ପର୍ଶ ଷୋହଳ ରତିବନ୍ଧ ମଧ୍ୟରୁ ଗୋଟିଏ

संभोग का एक प्रकार या आसन या रति-बंध।

स्पर्श सोलह रतिबंधों में से एक है।
स्पर्श

ଅର୍ଥ : ଗୋଟିଏ ବସ୍ତୁ ଅନ୍ୟ ବସ୍ତୁସହ ସଂଯୋଗ କରିବା ବା ଛୁଇଁବା ପ୍ରକ୍ରିୟା

ଉଦାହରଣ : ସାପୁଆକେଳା ବାରମ୍ବାର ସାପକୁ ସ୍ପର୍ଶ କରୁଥିଲାଅମ୍ଳ ସଂସ୍ପର୍ଶରେ ଆସିଲେ ଲିଟ୍‌ମସ୍‌ ପେପର ଲାଲ ହୋଇଯାଏ

ସମକକ୍ଷ : ସଂସ୍ପର୍ଶ

एक वस्तु के दूसरी वस्तु से सटने या छूने की क्रिया।

मदारी बार-बार साँप को स्पर्श कर रहा था।
अम्ल के सम्पर्क में आने पर लिटमस पेपर लाल हो जाता है।
अभिमर्श, अभिमर्ष, अभिमर्षण, अवमर्श, अवमर्षण, आलंभ, आलंभन, आलम्भ, आलम्भन, परश, परस, संपर्क, संस्पर्श, सम्पर्क, स्पर्श