ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନାନ   ବିଶେଷ୍ୟ

ଅର୍ଥ : ଜଳରେ ଭିଜାଇବା ବା ଶରୀରକୁ ଖରାରୁ ରକ୍ଷା କରିବାର କ୍ରିୟା

ଉଦାହରଣ : ସ୍ନାନରେ କେତେକ ରୋଗଜୀବାଣୁ ଦୂର ହୋଇଥାନ୍ତି

ସମକକ୍ଷ : ଗାଧୁଆ

जल से भिगोने या शरीर को धूप में सेंकने की क्रिया।

स्नान से कुछ रोगाणु दूर हो जाते हैं।
अस्नान, नहान, स्नान

Immersing the body in water or sunshine.

bathing

ଅର୍ଥ : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ

ଉଦାହରଣ : ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି

ସମକକ୍ଷ : ଗାଧୁଆ, ଗାଧୁଆପାଧୁଆ

स्वच्छ या शीतल करने के लिए सारा शरीर जल से धोने का कार्य।

संत लोग स्नान के बाद पूजा पाठ करते हैं।
अवभास, असनान, अस्नान, जल स्नान, जल-स्नान, नहान, मज्जन, विधु, स्नान

The act of washing yourself (or another person).

bathing, washup

ଅର୍ଥ : ପାଣିରେ ବୁଡି ଗାଧୋଉଥିବା ଲୋକ

ଉଦାହରଣ : ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ

ସମକକ୍ଷ : ଅବଗାହାନ, ଗାଧେଇବା

जल में घुसकर किया जानेवाला स्नान।

ऋषि प्रातःकाल निमज्जन हेतु नदी जाया करते थे।
अवगाह, अवगाहन, अवस्कंदन, अवस्कन्दन, निमज्जन

Immersing the body in water or sunshine.

bathing