ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଧେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଧେଇବା   ବିଶେଷ୍ୟ

ଅର୍ଥ : ପାଣିରେ ବୁଡି ଗାଧୋଉଥିବା ଲୋକ

ଉଦାହରଣ : ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ

ସମକକ୍ଷ : ଅବଗାହାନ, ସ୍ନାନ

जल में घुसकर किया जानेवाला स्नान।

ऋषि प्रातःकाल निमज्जन हेतु नदी जाया करते थे।
अवगाह, अवगाहन, अवस्कंदन, अवस्कन्दन, निमज्जन

Immersing the body in water or sunshine.

bathing

ଗାଧେଇବା   କ୍ରିୟାପଦ

ଅର୍ଥ : କୌଣସି ତରଳ ପଦାର୍ଥ ସାହାଯ୍ୟରେ ସାରା ଶରୀର ଓଦା ହେବା

ଉଦାହରଣ : ତମେତ ଝାଳରେ ଗାଧୋଇ ପଡ଼ିଲଣି!

किसी तरल पदार्थ से सारे शरीर का तर होना।

तुम तो पसीने से नहा गये!।
नहाना