ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥିର ଦୃଷ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥିର ଦୃଷ୍ଟି   ବିଶେଷ୍ୟ

ଅର୍ଥ : ପଲକ ନପକାଇ ଦୀର୍ଘ ସମୟ ଧରି ଦେଖିବା କ୍ରିୟା

ଉଦାହରଣ : ନାଟକ ଆରମ୍ଭ ହେବା ଆଗରୁହିଁ ସବୁ ଲୋକ ମଞ୍ଚଆଡ଼କୁ ଅପଲକ ନୟନରେ ଚାହିଁ ବସିଥିଲେ

ସମକକ୍ଷ : ଅପଲକ ଦୃଷ୍ଟି, ଅପଲକ ନୟନ, ଏକାଗ୍ର ଦୃଷ୍ଟି

देर तक इस प्रकार देखने की क्रिया कि पलक न गिरे।

नाटक शुरू होने से पहले ही सभी लोग मंच पर टकटकी लगाये बैठे थे।
एकटकी, टक, टकटकी, स्थिर दृष्टि

A long fixed look.

He fixed his paternal gaze on me.
gaze, regard