ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୋମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୋମ   ବିଶେଷ୍ୟ

ଅର୍ଥ : ଜଣେ ପ୍ରାଚୀନ ବୈଦିକ ଦେବତା

ଉଦାହରଣ : ବେଦରେ ସୋମଦେବଙ୍କ ଉଲ୍ଲେଖ ମିଳେ

ସମକକ୍ଷ : ସୋମଦେବ

एक प्राचीन वैदिक देवता।

सोमदेव का उल्लेख वेदों में मिलता है।
दीक्षापति, दीक्षापाल, पवमान, सोम, सोम देव, सोम देवता, सोमदेव

Personification of a sacred intoxicating drink used in Vedic ritual.

soma

ଅର୍ଥ : ଏକ ପ୍ରାଚୀନ ଭାରତୀୟ ଲତା

ଉଦାହରଣ : ପ୍ରାଚୀନ ବୈଦିକ ଋଷି ମାଦକ ଦ୍ରବ୍ୟ ରୂପରେ ସୋମ ରସ ସେବନ କରୁଥିଲେ

ସମକକ୍ଷ : ଚନ୍ଦ୍ରବଲ୍ଲୀ, ସୋମବଲ୍ଲିକା, ସୋମବଲ୍ଲୀ, ସୋମଲତା

A plant with a weak stem that derives support from climbing, twining, or creeping along a surface.

vine

ଅର୍ଥ : ଉଜବେକିସ୍ତାନରେ ପ୍ରଚଳିତ ମୁଦ୍ରା

ଉଦାହରଣ : ସେ ଉଜବେକିସ୍ତାନୀ ସୋମର ମୂଲ୍ୟ ଜାଣିବାକୁ ଚାହୁଁଛି୤

ସମକକ୍ଷ : ଉଜବେକିସ୍ତାନୀ ସୋମ

उज़बेकिस्तान में चलने वाली मुद्रा।

वह उज़बेकिस्तानी सोम का मूल्य जानना चाहता है।
उजबेकिस्तानी सोम, उज़बेकिस्तानी सोम, सोम