ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୋନୋଗ୍ରାଫି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୋନୋଗ୍ରାଫି   ବିଶେଷ୍ୟ

ଅର୍ଥ : ଶରୀରର କୌଣସି ଅଙ୍ଗର ପରୀକ୍ଷା ବା ତାର ଅଧ୍ୟୟନ କରିବାପାଇଁ ସେହି ଅଙ୍ଗକୁ ଉଚ୍ଚ ଆବୃତ୍ତିର ଧ୍ୱନି ତରଙ୍ଗଦ୍ୱାରା ଦେଖିବାର ପ୍ରକ୍ରିୟା

ଉଦାହରଣ : ବହୁତ ସମୟ ଧରି ହୋଇଆସୁଥିବା ପେଟବ୍ୟଥାର କାରଣ ଜାଣିବାପାଇଁ ଡାକ୍ତର ତାକୁ ସୋନୋଗ୍ରାଫି କରିବାପାଇଁ ଉପଦେଶ ଦେଲେ

शरीर के किसी अंग की जाँच या उसका अध्ययन करने के लिए उस अंग को उच्च आवृत्ति की ध्वनि तरंगों द्वारा देखने तथा उसका चित्रण करने की क्रिया।

बहुत समय से चले आ रहे पेटदर्द का कारण जानने के लिए डाक्टर ने उसे सोनोग्राफी की सलाह दी।
अल्ट्रासाउंड, अल्ट्रासोनोग्राफी, एकोग्राफी, पराध्वनिक चित्रण, पराश्रव्य चित्रण, पराश्रव्यचित्रण, सोनोग्राफी

Using the reflections of high-frequency sound waves to construct an image of a body organ (a sonogram). Commonly used to observe fetal growth or study bodily organs.

echography, sonography, ultrasonography, ultrasound