ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେବାନିବୃତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେବାନିବୃତ୍ତି   ବିଶେଷ୍ୟ

ଅର୍ଥ : ନିର୍ଦ୍ଧାରିତ ସମୟ ପରେ ଚାକିରୀରୁ ଦୂରେଇଯିବାର କ୍ରିୟା

ଉଦାହରଣ : ଅବସର ଗ୍ରହଣ ପରେ ଶ୍ୟାମର ବାପା ଘରେ ହିଁ ରହୁଛନ୍ତି

ସମକକ୍ଷ : ଅବସର ଗ୍ରହଣ, ଅବସର ପ୍ରାପ୍ତି, ରିଟାୟରମେଣ୍ଟ

निर्धारित समय के बाद नौकरी से अलग हो जाने की क्रिया।

सेवानिवृत्ति के बाद श्याम के पिताजी घर पर ही रहते हैं।
अवकाश-ग्रहण, अवकाशग्रहण, अवसर ग्रहण, अवसर-ग्रहण, रिटायरमेंट, सेवानिवृत्ति

Withdrawal from your position or occupation.

retirement