ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେକ୍ଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେକ୍ଟର   ବିଶେଷ୍ୟ

ଅର୍ଥ : ସମାଜ ବା ଅର୍ଥ ବ୍ୟବସ୍ଥାର ଅଙ୍ଗ ହୋଇଥିବା ଲୋକ ସମୂହ

ଉଦାହରଣ : ସେମାନେ କୌଣସି ସାର୍ବଜନିକ କ୍ଷେତ୍ରରେ କାମ କରନ୍ତିପବ୍ଲିକ ସେକ୍ଟର ଏବଂ ପ୍ରାଇଭେଟ ସେକ୍ଟର ମଧ୍ୟରେ ବହୁତ ଫରକ ଥାଏ

ସମକକ୍ଷ : କ୍ଷେତ୍ର

लोगों का वह समूह जो समाज या अर्थव्यवस्था का अंग होते हैं।

वे किसी सार्वजनिक क्षेत्र में काम करते हैं।
पब्लिक सेक्टर और प्राइवेट सेक्टर में बहुत फ़र्क होता है।
क्षेत्र, सेक्टर

ଅର୍ଥ : କୌଣସି ସହର, କ୍ଷେତ୍ର ଆଦିର ଭାଗ

ଉଦାହରଣ : ମୁଁ ଭିଲାଇର ସେକ୍ଟର ଚାରିରେ ରହେ

किसी शहर, क्षेत्र आदि का भाग।

मैं भिलाई के सेक्टर चार में रहती हूँ।
सेक्टर