ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂର୍ଯ୍ୟସ୍ନାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂର୍ଯ୍ୟସ୍ନାନ   ବିଶେଷ୍ୟ

ଅର୍ଥ : ଖରାରେ ଏକ ପ୍ରକାର ବସିବା ବା ଶୋଇବା କ୍ରିୟା ଯାହା ଦ୍ୱାରା ପୂରା ଶରୀର ଉପରେ ତାର ପ୍ରଭାବପଡ଼େ

ଉଦାହରଣ : ସେ ଶୀତ ଦିନରେ ସକାଳୁସକାଳୁ ଖରା ପୋଇଁ ହୁଏ

ସମକକ୍ଷ : ଖରା ପୁଆଁଇବା, ଖରା ପୁଇଁବା, ଖରା ପୋଇଁବା

धूप में इस प्रकार बैठने या लेटने की क्रिया कि सारे शरीर पर उसका प्रभाव पड़े।

वह जाड़े के दिनों में सुबह-सुबह धूपस्नान करता है।
आतप-स्नान, धूप स्नान, धूप-स्नान

Immersing the body in sunlight.

sun bathing