ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂତାକାଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂତାକାଠି   ବିଶେଷ୍ୟ

ଅର୍ଥ : ଯେଉଁ କାଠ ଖଣ୍ଡରେ ସୂତାକଣ୍ଡାରୁ କଢ଼ାଯାଇଥିବା ସୂତା ଗୁଡ଼ାଯାଇଥାଏ

ଉଦାହରଣ : ସୀତା ସୂତାକାଠିରେ କଟାଯାଇଥିବା ସୂତା ଗୁଡ଼ାଉଛି

काठ का वह टुकड़ा जिस पर तकली से उतरा हुआ सूत लपेटा जाता है।

सीता टहरकट्ठे पर कता हुआ सूत लपेट रही है।
टहरकट्ठा