ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଡ଼ଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଡ଼ଙ୍ଗ   ବିଶେଷ୍ୟ

ଅର୍ଥ : ଭୂଇଁ ତଳେ ଖୋଳାଯାଇ ତିଆରି ହୋଇଥିବା ରାସ୍ତା

ଉଦାହରଣ : ଦୁର୍ଗ ଘେରା ଯିବାରୁ ରାଜା ସୁଡ଼ଙ୍ଗ ଦ୍ୱାରା ଖସି ପଳାଇ ନିଜ ଜୀବନ ବଞ୍ଚାଇଲେ

ସମକକ୍ଷ : ଟନେଲ୍

ज़मीन खोदकर या बारूद से उड़ाकर उसके नीचे बनाया हुआ मार्ग।

किले के घिर जाने पर राजा ने सुरंग से भागकर अपनी जान बचाई।
अधोमार्ग, टनल, टनेल, बोगदा, सुरंग

A passageway through or under something, usually underground (especially one for trains or cars).

The tunnel reduced congestion at that intersection.
tunnel

ଅର୍ଥ : ସମସ୍ତଙ୍କ ନଜରକୁ ନଆସି ତାହା ସଂପର୍କିତ ଲୋକଙ୍କୁ ଖବର ଜଣାଥିବା ବାଟ

ଉଦାହରଣ : ଶତ୍ରୁମାନଙ୍କଦ୍ୱାରା ଦୁର୍ଗ ଅବରୋଧ ହୋଇଥିବା ଦେଖି ରାଜା ଗୁପ୍ତ ବାଟରେ ବାହାରକୁ ବାହାରିଗଲେ

ସମକକ୍ଷ : ଗୁପ୍ତ ବାଟ, ଗୁପ୍ତମାର୍ଗ, ଚୋରାବାଟ, ସୁଢ଼ଙ୍ଗ

वह मार्ग जो सबकी नज़र में न हो बल्कि सिर्फ उसके बारे में उससे संबंधित लोगों को ही पता हो।

किले को शत्रुओं द्वारा घिरा देखकर राजा गुप्त मार्ग से बाहर निकल गए।
ख़ुफ़िया रास्ता, खुफिया रास्ता, गुप्त मार्ग, चोर रास्ता