ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଷେଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଷେଣ   ବିଶେଷ୍ୟ

ଅର୍ଥ : ପରୀକ୍ଷିତଙ୍କ ଜଣେ ପୁତ୍ର

ଉଦାହରଣ : ସୁଷେଣଙ୍କ ବର୍ଣ୍ଣନା ପୁରାଣରେ ମିଳେ

परीक्षित के एक पुत्र।

सुषेण का वर्णन पुराणों में मिलता है।
सुषेण

An imaginary being of myth or fable.

mythical being

ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର

ଉଦାହରଣ : ସୁଷେଣଙ୍କ ବର୍ଣ୍ଣନା ମହାଭାରତରେ ମିଳେ

धृतराष्ट्र के एक पुत्र।

सुषेण का वर्णन महाभारत में मिलता है।
सुषेण

An imaginary being of myth or fable.

mythical being

ଅର୍ଥ : ଦ୍ବିତୀୟ ମନୁଙ୍କ ଜଣେ ପୁତ୍ର

ଉଦାହରଣ : ସୁଷେଣଙ୍କ ବର୍ଣ୍ଣନା ପୁରାଣରେ ମିଳେ

दूसरे मनु के एक पुत्र।

सुषेण का वर्णन पुराणों में मिलता है।
सुषेण

An imaginary being of myth or fable.

mythical being

ଅର୍ଥ : ଲଙ୍କାର ରାଜା ରାବଣର ରାଜବୈଦ୍ୟ

ଉଦାହରଣ : ସୁଷେଣଦ୍ୱାରା ପରାମର୍ଶ ଦିଆଯାଇଥିବା ସଞ୍ଜୀବନୀଯୋଗୁଁ ହିଁ ଲକ୍ଷ୍ମଣଙ୍କ ଜୀବନ ବଞ୍ଚିଗଲା

लंका के राजा रावण का राजवैद्य।

सुषेण के द्वारा बताई गई संजीवनी के कारण ही लक्ष्मण की जान बची।
सुशेन, सुषेण

An imaginary being of myth or fable.

mythical being

ଅର୍ଥ : କୃଷ୍ଣଙ୍କ ଜଣେ ପୁତ୍ର

ଉଦାହରଣ : ସୁଷେଣଙ୍କ ବର୍ଣ୍ଣନା ପୁରାଣରେ ମିଳେ

कृष्ण के एक पुत्र।

सुषेण का वर्णन पुराणों में मिलता है।
सुषेण

An imaginary being of myth or fable.

mythical being

ଅର୍ଥ : ବାନର ରାଜା ବାଳୀର ଶ୍ବଶୁର

ଉଦାହରଣ : ସୀତା ମା’ଙ୍କୁ ଖୋଜିବା ଲାଗି ପଶ୍ଚିମକୁ ଯାଇଥିବା ବାନରଦଳର ମୁଖ୍ୟ ଥିଲେ ସୁଷେଣ

वानर राज बालि के ससुर।

सीता माता की खोज में पश्चिम की ओर जानेवाले वानरी दल के नायक सुषेण थे।
सुषेण

An imaginary being of myth or fable.

mythical being