ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଲବ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଲବ୍ଧ   ବିଶେଷଣ

ଅର୍ଥ : ସହଜରେ ପ୍ରାପ୍ତ ହେଉଥିବା ବା ମିଳୁଥିବା

ଉଦାହରଣ : ଆଜିକାଲି ପ୍ରତ୍ୟେକ କୃଷିକେନ୍ଦ୍ରରେ କୃଷକମାନଙ୍କପାଇଁ ମିଳୁଥିବା କୃଷି ସମ୍ବନ୍ଧୀୟ ବସ୍ତୁ ଖୁବ୍ ସୁଲଭ

ସମକକ୍ଷ : ସହଜପ୍ରାପ୍ୟ, ସହଜଲବ୍ଧ, ସୁପ୍ରାପ୍ୟ, ସୁଲଭ

सहज में प्राप्त होने या मिलनेवाला।

प्रत्येक कृषि केन्द्र पर किसानों के लिए कृषि संबंधी वस्तुएँ सुलभ हैं।
सहज प्राप्य, सुप्राप्य, सुलब्ध, सुलभ

Easily obtained.

Most students now have computers accessible.
Accessible money.
accessible