ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁରୁଚି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁରୁଚି   ବିଶେଷ୍ୟ

ଅର୍ଥ : ଧ୍ରୂବଙ୍କ ବିମାତା

ଉଦାହରଣ : ସୁରୁଚି ଧ୍ରୁବଙ୍କୁ ତାଙ୍କ ବାପାଙ୍କ କୋଳରେ ବସିବାରୁ ଅଟକାଇ ଦେଲେ

ध्रुव की विमाता।

सुरुचि ने ध्रुव को उसके पिता की गोद में बैठने से रोक दिया था।
सुरुचि

An imaginary being of myth or fable.

mythical being

ଅର୍ଥ : ଭଲ,ଶିଷ୍ଟ ବା ମାର୍ଜିତ ରୁଚି

ଉଦାହରଣ : ଘର ସଜେଇବା ଗୃହିଣୀଙ୍କ ସୁରୁଚିକୁ ଦର୍ଶାଇଥାଏ

ସମକକ୍ଷ : ଉତ୍ତମରୁଚି, ଭଲରୁଚି

अच्छी, शिष्ट या परिष्कृत रुचि।

घर की सजावट गृहिणी की सुरुचि को दर्शाती है।
उत्तम रुचि, सुरुचि

A refined quality of gracefulness and good taste.

She conveys an aura of elegance and gentility.
elegance