ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁରତ ଦୂତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁରତ ଦୂତୀ   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ ପରପୁରୁଷମାନଙ୍କ ସହିତ ମିଳାଉଥିବା ସ୍ତ୍ରୀ

ଉଦାହରଣ : ମୋହିନୀ କୁଟୁଣୀ କାମ କରୁଥିଲା ବେଳେ ଧରା ପଡ଼ିଲା

ସମକକ୍ଷ : କୁଟଣୀ, କୁଟୁଣୀ

स्त्रियों को बहकाकर उन्हें परपुरुष से मिलानेवाली स्त्री।

मोहनी कुटनी का काम करते हुए पकड़ी गयी।
अर्जुनी, कुटनी, धंधाला, रंगमाता, रङ्गमाता, शुंडा, शुण्डा

A woman pimp.

procuress