ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁମେରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁମେରୁ   ବିଶେଷ୍ୟ

ଅର୍ଥ : ଧର୍ମଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ଏକ ପର୍ବତ ଯାହାକୁ ସବୁ ପର୍ବତଙ୍କ ରାଜା ବୋଲି ଗ୍ରହଣ କରାଯାଇଛି

ଉଦାହରଣ : ବିଶ୍ୱାସ କରାଯାଏ ଯେ ସୁମେରୁ ପର୍ବତ ସୁନାରେ ନିର୍ମିତ ହୋଇଛି

ସମକକ୍ଷ : କନକାଚଳ, ସୁମେରୁ ପର୍ବତ

धर्म-ग्रंथों में वर्णित एक पर्वत जो सब पर्वतों का राजा माना गया है।

ऐसा माना जाता है कि सुमेरु पर्वत सोने का बना है।
अमराद्रि, कनकाचल, त्रिदशालय, भू-स्वर्ग, महाद्रोण, रत्नसानु, सुमेर, सुमेरु, सुमेरु पर्वत, हेमगिरि, हेमपर्वत, हेमाचल, हेमाद्रि

A land mass that projects well above its surroundings. Higher than a hill.

mount, mountain

ଅର୍ଥ : ଗୋଟିଏ ମାତ୍ରିକ ଛନ୍ଦ

ଉଦାହରଣ : ସୁମେରୁର ପ୍ରତ୍ୟେକ ଚରଣରେ ସତର ମାତ୍ରା ରହିଛି

एक मात्रिक छंद।

सुमेरु के प्रत्येक चरण में सत्रह मात्राएँ होती हैं।
सुमेरु

(prosody) a system of versification.

poetic rhythm, prosody, rhythmic pattern