ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଟିଂ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଟିଂ   ବିଶେଷ୍ୟ

ଅର୍ଥ : ସୁଟ୍ ତିଆରି କରାଇବାର କନା

ଉଦାହରଣ : ଏହି ଦୋକାନରେ ଅନେକ କମ୍ପାନୀର ସୁଟିଂ ଉପଲବ୍ଧ

ସମକକ୍ଷ : ସୁଟ୍ କନା

सूट बनवाने का कपड़ा।

इस दुकान में कई सारी कंपनियों की सूटिंग उपलब्ध है।
सूटिंग

A fabric used for suits.

suiting

ଅର୍ଥ : ଫିଲ୍ମ ନିର୍ମାଣ କରିବା ପ୍ରକ୍ରିୟା

ଉଦାହରଣ : କେତେକ ଫିଲ୍ମର ସୁଟିଂ ପଦ୍ମାବତୀ ଦେବୀ ମନ୍ଦିରରେ ମଧ୍ୟ ହୋଇଛି

ସମକକ୍ଷ : ଫିଲ୍ମାଙ୍କନ

फिल्म बनाने की क्रिया।

कुछ फिल्मों का फिल्मांकन अपने देवी पद्मावती मंदिर में भी हुआ है।
चलचित्रण, चलचित्रांकन, फिल्मांकन