ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀତାଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀତାଫଳ   ବିଶେଷ୍ୟ

ଅର୍ଥ : ମଧ୍ୟମ ଧରଣର ଏକ ବୃକ୍ଷରୁ ଖାଇବା ନିମନ୍ତେ ପ୍ରାପ୍ତ ଫଳ

ଉଦାହରଣ : ସେ ପ୍ରତିଦିନ ଜଳଖିଆରେ ଗୋଟିଏ ଆତ ବି ଖାଏ

ସମକକ୍ଷ : ଆତ

मँझोले आकार के एक वृक्ष से प्राप्त खाद्य फल।

वह प्रतिदिन नाश्ते में एक शरीफा भी लेता है।
आत, शरीफा, श्रीफल, सरीफा, सीताफल

The fruit of any of several tropical American trees of the genus Annona having soft edible pulp.

custard apple

ଅର୍ଥ : ମଝିଲା ଆକାରର ଗୋଟିଏ ଗଛ ଯାହାର ଫଳ ଖିଆଯାଏ

ଉଦାହରଣ : ସେ ନିଜ ବଗିଚାରେ ସୀତାଫଳ ଲଗାଇଛି

मँझोले आकार का एक वृक्ष जिसके फल खाए जाते हैं।

उसने अपने बगीचे में कई शरीफे लगा रखे हैं।
आत, शरीफा, सरीफा, सीताफल

Any of several tropical American trees bearing fruit with soft edible pulp.

custard apple, custard apple tree