ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀଠନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀଠନା   ବିଶେଷ୍ୟ

ଅର୍ଥ : ବିବାହଆଦି ମଙ୍ଗଳ କାର୍ଯ୍ୟ ଅବସରରେ ସ୍ତ୍ରୀ ଲୋକମାନଙ୍କଦ୍ୱାରା ଗାନ କରାଯାଉଥିବା ଗୀତ ଯେଉଁଥିରେ ଅନ୍ୟକୁ ବ୍ୟଙ୍ଗ କରାଯାଏ ବା ଅଶ୍ଳୀଳ କଥା କୁହାଯାଏ

ଉଦାହରଣ : ବର ସକାଳ ଜଳଖିଆଖାଇବା ବେଳେ ସ୍ତ୍ରୀଲୋକମାନେ ସୀଠନା ଗାଆନ୍ତି

विवाह आदि मंगल अवसरों पर स्त्रियों द्वारा गाये जाने वाले वे गीत जिनमें दूसरों पर कुछ व्यंग्य या अश्लील बातें होती हैं।

वर के कलेवा करते समय औरतें सीठना गा रही थीं।
गाली, सीठना, सीठनी