ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଲେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଲେଇ   ବିଶେଷ୍ୟ

ଅର୍ଥ : ସିଲେଇ କରିବାବେଳେ ହେଉଥିବା ଯୋଡ଼

ଉଦାହରଣ : ଏହି କନାର ସିଲେଇ ବହୁତ ମଝବୁତ ହୋଇଛି

सिलने के दौरान लगे हुए टाँकें।

इस कपड़े की सिलाई बहुत मजबूत है।
सिलाई

ଅର୍ଥ : ସିଲେଇ କରିବା ବା ସିଆଁ ଯିବା କ୍ରିୟା

ଉଦାହରଣ : ସୀମା ସିଲେଇ ଶିଖୁଛି

तुरपे या सिये जाने की क्रिया।

सीमा तुरपन सीख रही है।
तुरपन, तुरपाई

ଅର୍ଥ : ସିଲେଇ କରିବା ପ୍ରକ୍ରିୟା

ଉଦାହରଣ : ଗୀତା ସିଲେଇ ଶିଖୁଛି

ସମକକ୍ଷ : ଟେଲରିଙ୍ଗ୍‌, ସିଲେଇକାମ

सिलने की क्रिया।

गीता सिलाई सीख रही है।
सिलाई, सिलाई-कर्म

Joining or attaching by stitches.

sewing, stitching

ସିଲେଇ   କ୍ରିୟାପଦ

ଅର୍ଥ : ଲୁଗାଆଦିର ଖଣ୍ଡକୁ ସୂତା ସାହାଯ୍ୟରେ ଯୋଡ଼ିବା

ଉଦାହରଣ : ଦର୍ଜି ସାର୍ଟକୁର୍ତ୍ତା ସିଲେଇ କରୁଛି

ସମକକ୍ଷ : ଟାଙ୍କିବା, ସିଇଁବା

कपड़े आदि के टुकड़ों को तागे आदि की सहायता से जोड़ना।

दर्ज़ी कुर्ता सी रहा है।
टाँकना, टाँका मारना, टाँका लगाना, सिलना, सिलाई करना, सीना

Create (clothes) with cloth.

Can the seamstress sew me a suit by next week?.
sew, tailor, tailor-make

ସିଲେଇ   ବିଶେଷଣ

ଅର୍ଥ : ସିଲେଇ କରାଯାଇଥିବା

ଉଦାହରଣ : କିଛି ଲୋକ ଏବେବି ସିଲେଇକରା ପୋଷାକ ପିନ୍ଧନ୍ତି ନାହିଁ

ସମକକ୍ଷ : ସିଆଁ

सिलाई किया हुआ।

कुछ लोग अभी भी सिले वस्त्र नहीं पहनते हैं।
अनुस्यूत, सिला, सीया