ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଇଁବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଇଁବା   କ୍ରିୟାପଦ

ଅର୍ଥ : ଲୁଗାଆଦିର ଖଣ୍ଡକୁ ସୂତା ସାହାଯ୍ୟରେ ଯୋଡ଼ିବା

ଉଦାହରଣ : ଦର୍ଜି ସାର୍ଟକୁର୍ତ୍ତା ସିଲେଇ କରୁଛି

ସମକକ୍ଷ : ଟାଙ୍କିବା, ସିଲେଇ

कपड़े आदि के टुकड़ों को तागे आदि की सहायता से जोड़ना।

दर्ज़ी कुर्ता सी रहा है।
टाँकना, टाँका मारना, टाँका लगाना, सिलना, सिलाई करना, सीना

Create (clothes) with cloth.

Can the seamstress sew me a suit by next week?.
sew, tailor, tailor-make

ଅର୍ଥ : କୌଣସି ବସ୍ତ୍ର ଆଦିର ବାହାର ଭାଗକୁ ହାତରେ ସିଇଁବା ବା ସିଲେଇ କରିବା

ଉଦାହରଣ : ନେହା ବ୍ଳାଉଜର ଗଳା ସିଲେଇ କରୁଛି

ସମକକ୍ଷ : ସିଲେଇ କରିବା

किसी वस्त्र आदि के बाहरी भाग को हाथ से सीना या सिलाई करना।

नेहा ब्लाउज का गला तुरप रही है।
तुरपना

Fold over and sew together to provide with a hem.

Hem my skirt.
hem