ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିନ୍ଧୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିନ୍ଧୀ   ବିଶେଷ୍ୟ

ଅର୍ଥ : ସିନ୍ଧୁ ପ୍ରଦେଶର ନିବାସୀ

ଉଦାହରଣ : ଏହି ନଗରର ଅର୍ଥ ବ୍ୟବସ୍ଥାରେ ସିନ୍ଧୀମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି

ସମକକ୍ଷ : ସିଂଧୀ

सिंध प्रदेश में रहनेवाला व्यक्ति।

इस नगर की अर्थ-व्यवस्था में सिंधियों का बहुत बड़ा योगदान है।
सिंधव, सिंधी, सिन्धव, सिन्धी, सैंधव, सैन्धव

A native or inhabitant of India.

indian

ଅର୍ଥ : ଯେଉଁ ଲିପିରେ ସିନ୍ଧୀ ଭାଷା ଲେଖାଯାଏ

ଉଦାହରଣ : ଶ୍ରଦ୍ଧା ସିନ୍ଧୀ ଲିପି ପଢ଼ିବାରେ ସମର୍ଥ

ସମକକ୍ଷ : ସିନ୍ଧୀ ଲିପି

वह लिपि जिसमें सिंधी भाषा लिखी जाती है।

श्रद्धा सिंधी लिपि पढ़ने में समर्थ है।
सिंधी, सिंधी लिपि, सिन्धी, सिन्धी लिपि

ଅର୍ଥ : ସିନ୍ଧୁର ଭାଷା

ଉଦାହରଣ : ରାଜ୍ୟ ସରକାର ସିନ୍ଧୀ ଏବଂ ଉର୍ଦ୍ଦୁର ବିକାଶ ପାଇଁ ଜାଗରୁକ ଅଛନ୍ତି

ସମକକ୍ଷ : ସିଂଧୀ, ସିଂଧୀ ଭାଷା, ସିନ୍ଧୀ ଭାଷା

सिंध की भाषा।

राज्य सरकार सिंधी और उर्दू के विकास के लिए जागरूक है।
सिंधी, सिंधी भाषा, सिंधी-भाषा, सिन्धी, सिन्धी भाषा, सिन्धी-भाषा

ସିନ୍ଧୀ   ବିଶେଷଣ

ଅର୍ଥ : ସିନ୍ଧୀ ଭାଷା ସହିତ ସଂବନ୍ଧିତ ବା ସିନ୍ଧୀ ଭାଷାର

ଉଦାହରଣ : ତାଙ୍କଦ୍ୱାରା ନିଜ ସିନ୍ଧୀ ପୁସ୍ତକଗୁଡ଼ିକର ଇଂରାଜୀରେ ଅନୁବାଦ କରାଯାଇଛି

सिंधी भाषा से संबंधित या सिंधी भाषा का।

उन्होंने अपनी सिंधी पुस्तकों का अंग्रेज़ी में अनुवाद किया है।
सिंधी, सिन्धी

ଅର୍ଥ : ଯାହାର ମତୃଭାଷା ସିନ୍ଧୀ

ଉଦାହରଣ : ଏଠାରେ ସିନ୍ଧୀ ଲୋକେ ଗରିବମାନଙ୍କୁ ଭୋଜନ ବାଣ୍ଟନ୍ତି

ସମକକ୍ଷ : ସିଂଧୀ

जिनकी मातृभाषा सिंधी हो।

यहाँ सिंधी लोग गरीबों को भोजन बाँटते हैं।
सिंधी, सिन्धी

ଅର୍ଥ : ସିନ୍ଧୁ ପ୍ରଦେଶରେ ରହୁଥିବା ବ୍ୟକ୍ତି

ଉଦାହରଣ : ଉହ୍ଲାସ ନଗରରେ ରହୁଥିବା ସିନ୍ଧୀ ଲୋକମାନଙ୍କର ୟୂ. ଏସ.ଏ. ନାମକ ସଂଗଠନ ଅଛି

ସମକକ୍ଷ : ସିଂଧୀ, ସିଂଧୁବାସୀ, ସିନ୍ଧୁବାସୀ