ଅର୍ଥ : ସିନ୍ଧୁ ପ୍ରଦେଶର ନିବାସୀ
ଉଦାହରଣ :
ଏହି ନଗରର ଅର୍ଥ ବ୍ୟବସ୍ଥାରେ ସିନ୍ଧୀମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି
ସମକକ୍ଷ : ସିନ୍ଧୀ
ଅର୍ଥ : ସିନ୍ଧୁର ଭାଷା
ଉଦାହରଣ :
ରାଜ୍ୟ ସରକାର ସିନ୍ଧୀ ଏବଂ ଉର୍ଦ୍ଦୁର ବିକାଶ ପାଇଁ ଜାଗରୁକ ଅଛନ୍ତି
ସମକକ୍ଷ : ସିଂଧୀ ଭାଷା, ସିନ୍ଧୀ, ସିନ୍ଧୀ ଭାଷା
ଅର୍ଥ : ସିନ୍ଧୁ ପ୍ରଦେଶରେ ରହୁଥିବା ବ୍ୟକ୍ତି
ଉଦାହରଣ :
ଉହ୍ଲାସ ନଗରରେ ରହୁଥିବା ସିନ୍ଧୀ ଲୋକମାନଙ୍କର ୟୂ. ଏସ.ଏ. ନାମକ ସଂଗଠନ ଅଛି
ସମକକ୍ଷ : ସିଂଧୁବାସୀ, ସିନ୍ଧୀ, ସିନ୍ଧୁବାସୀ