ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିନ୍ଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିନ୍ଧି   ବିଶେଷ୍ୟ

ଅର୍ଥ : ଯେଉଁ ସୁଡ଼ଙ୍ଗ ଚୋର କାନ୍ଥରେ ତିଆରି କରେ

ଉଦାହରଣ : ଚୋର ସିନ୍ଧି କରିବା ସମୟରେ ଧରା ପଡ଼ିଗଲା

चोर द्वारा दीवार में सूराख़ बनाकर की जाने वाली चोरी।

सेंध के ज़ुर्म में पकड़ा गया चोर पुलिस की चंगुल से भाग गया।
सेंध

ଅର୍ଥ : କାନ୍ଥରେ କରାଯାଇଥିବା ଯେଉଁ କଣାରେ ପଶି ଚୋର ଚୋରି କରେ

ଉଦାହରଣ : ମହାଜନଙ୍କ ଘରେ ସିନ୍ଧି କରି ଚୋର ସିନ୍ଦୁକ ଉଠାଇ ନେଇଗଲା

दीवार में किया हुआ वह छेद जिसमें से घुसकर चोर चोरी करते हैं।

पुलिस महाजन के घर की सेंध की तहकीकात कर रही है।
नकब, नक़ब, संधि, सन्धि, सुरंग, सेंध

Trespassing for an unlawful purpose. Illegal entrance into premises with criminal intent.

break-in, breaking and entering, housebreaking

ସିନ୍ଧି   ବିଶେଷଣ

ଅର୍ଥ : ସିନ୍ଧୁ ପ୍ରଦେଶର ବା ସିନ୍ଧୁ ପ୍ରଦେଶସହିତ ସମ୍ବନ୍ଧିତ

ଉଦାହରଣ : ଭାରତ ଓ ପାକିସ୍ତାନ ବିଭାଜନ ବେଳେ ବହୁତ ସିନ୍ଧି ଶରଣାର୍ଥୀ ଭାରତକୁ ଆସିଥିଲେ

सिंध प्रदेश का या वहाँ के निवासी, भाषा, संस्कृति इत्यादि से संबंधित।

बहुत से सिंधी शरणार्थी भारत और पाकिस्तान के बँटवारे के समय भारत आए।
सिंधव, सिंधी, सिन्धव, सिन्धी, सैंधव, सैंधवक, सैन्धव, सैन्धवक