ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଦ୍ଧଧାତୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଦ୍ଧଧାତୁ   ବିଶେଷ୍ୟ

ଅର୍ଥ : ଗୋଟିଏ ସଫେଦ, ଓଜନିଆ ଏବଂ ଚକ୍‌ମକ୍‌ କରୁଥିବା ଧାତୁ ଯାହା ସାଧାରଣତଃ ଦ୍ରବ ରୂପରେ ଥାଏ

ଉଦାହରଣ : ପାରଦ ଏଭଳି ଏକ ଧାତୁ ଯାହା ଦ୍ରବ ଅବସ୍ଥାରେ ମିଳିଥାଏ

ସମକକ୍ଷ : ପାରଦ, ପାରା

A heavy silvery toxic univalent and bivalent metallic element. The only metal that is liquid at ordinary temperatures.

atomic number 80, hg, hydrargyrum, mercury, quicksilver