ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଝିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଝିବା   କ୍ରିୟାପଦ

ଅର୍ଥ : ନିଆଁ, ଖରା ଆଦିରେ ରଖି ସିଝାଇବା

ଉଦାହରଣ : ତରକାରି ଠିକ ଭାବରେ ସିଝିନାହିଁ

आग पर या आग, धूप आदि में रखने से पकना या गलना।

सब्जी ठीक से पकी नहीं है।
चुरना, पकना, रंधना, सिझना, सीझना

ଅର୍ଥ : ସିଝିବାର କାମ କରିବା

ଉଦାହରଣ : ଟାଣଖରା ଆମକୁ ସିଝାଇଦେଲା ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ

ସମକକ୍ଷ : ପୋଡ଼ିବା

ऐसा करना कि कोई वस्तु झुलसे।

कड़ी धूप ने हमें झुलसा दिया।
आग के पास खड़े होकर आपने अपने कपड़े झुलसा दिए।
झाँसना, झुरसाना, झुलसाना, झौंसना

Become superficially burned.

My eyebrows singed when I bent over the flames.
scorch, sear, singe