ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଝା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଝା   ବିଶେଷଣ

ଅର୍ଥ : ନିଆଁରେ ସିଝେଇବା

ଉଦାହରଣ : ରାମ ସିଝା ଚଣା ଖାଉଛି

आग की गरमी से पका या पकाया हुआ।

राम भुने चने खा रहा है।
भुना, भुना हुआ, भृष्ट

ଅର୍ଥ : ଯାହା ପାଣିରେ ସିଝାଇବା ପରେ ରନ୍ଧା ଯାଇଛି

ଉଦାହରଣ : ଜଳଖିଆରେ ସେ ପ୍ରତିଦିନ ଗୋଟିଏ ସିଝା ଅଣ୍ଡା ଖାଉଛି

ସମକକ୍ଷ : ଉଷୁମା

जो पानी में उबालकर पकाया गया हो।

नाश्ते में वह रोज़ एक उबला अंडा खाती है।
उख्य, उबला, उसना

Cooked in hot water.

boiled, poached, stewed

ଅର୍ଥ : ନିଆଁ ଗରମରେ ସିଝାହେବା

ଉଦାହରଣ : ସେ ସିଝା ମାଂସ ଖାଉଅଛି ମା ଖାଇବାପାଇଁ ଭଜା ଚଣା ଦେଲେ

ସମକକ୍ଷ : ଭଜା

आयु बढ़ाने वाला।

आयुर्वेद में आयुष्कर औषधियों का भी उल्लेख है।
आयुष्कर, आयुष्कार