ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଆରପିଏଫ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଆରପିଏଫ   ବିଶେଷ୍ୟ

ଅର୍ଥ : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଗୋଟିଏ ଅର୍ଦ୍ଧ ସୈନିକ ସୁରକ୍ଷା ବଳ ବା ଏଜେନ୍ସି

ଉଦାହରଣ : ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଆଇନ ଏବଂ ବ୍ୟବସ୍ଥା ଚଳାଇ ରଖିବାରେ ତଥା ଆତଙ୍କବାଦ ନିରୋଧରେ ସାହାଯ୍ୟ କରେ

ସମକକ୍ଷ : କେନ୍ଦ୍ରୀୟ ଆରକ୍ଷିତ ପୋଲିସ ବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ

भारत सरकार के गृह मंत्रालय के संरक्षण में कार्य करने वाली एक अर्द्धसैनिक सुरक्षा एजेंसी या बल।

केन्द्रीय रिज़र्व पुलिस बल राज्यों एवं केंद्रशासित प्रदेशों में कानून और व्यवस्था बनाए रखने तथा आतंकवाद को रोकने में मदद करता है।
केंद्रीय आरक्षित पुलिस बल, केंद्रीय रिजर्व पुलिस बल, केंद्रीय रिज़र्व पुलिस बल, केन्द्रीय आरक्षित पुलिस बल, केन्द्रीय रिजर्व पुलिस बल, केन्द्रीय रिज़र्व पुलिस बल, सीआरपीएफ, सीआरपीएफ़, सेंट्रल रिज़र्व पुलिस फोर्स, सेन्ट्रल रिज़र्व पुलिस फोर्स

The force of policemen and officers.

The law came looking for him.
constabulary, law, police, police force