ଅର୍ଥ : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଗୋଟିଏ ଅର୍ଦ୍ଧ ସୈନିକ ସୁରକ୍ଷା ବଳ ବା ଏଜେନ୍ସି
ଉଦାହରଣ :
ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଆଇନ ଏବଂ ବ୍ୟବସ୍ଥା ଚଳାଇ ରଖିବାରେ ତଥା ଆତଙ୍କବାଦ ନିରୋଧରେ ସାହାଯ୍ୟ କରେ
ସମକକ୍ଷ : କେନ୍ଦ୍ରୀୟ ଆରକ୍ଷିତ ପୋଲିସ ବଳ, ସିଆରପିଏଫ, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ