ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଂହାସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଂହାସନ   ବିଶେଷ୍ୟ

ଅର୍ଥ : ବସିବାଲାଗି ବିଶେଷ ପ୍ରକାରର ଭବ୍ୟ ଓ ଆରାମଦାୟକ ଚୌକି

ଉଦାହରଣ : ମହାତ୍ମା ସିଂହାସନ ଉପରେ ବସିରହି ଉପଦେଶ ଦେଉଛନ୍ତି

बैठने की विशेष प्रकार की चौकी विशेषकर भव्य और आरामदायक।

महात्माजी सिंहासन पर बैठकर उपदेश दे रहे हैं।
सिंघासन, सिंहासन

The chair of state for a monarch, bishop, etc..

The king sat on his throne.
throne

ଅର୍ଥ : ରାଜାଙ୍କର ବସିବାପାଇଁ ବିଶେଷ ପ୍ରକାରର ଆସନ ଯାହା ଚୌକି ପରି ହୋଇଥାଏ ଏବଂ ଦୁଇପାଖ ବାଘ ମୁଖ ଆକୃତିର ବନାଯାଇଥାଏ

ଉଦାହରଣ : ମହାରାଜା ସିଂହାସନରେ ବିରାଜମାନ

ସମକକ୍ଷ : ରାଜ ସିଂହାସନ

राजा के बैठने का विशेष प्रकार का आसन।

महाराज राजगद्दी पर विराजमान हैं।
गद्दी, तख़्त, तख़्ता, तख्त, तख्ता, पाट, पीठ, राज सिंहासन, राजगद्दी, राजसिंहासन, सिंघासन, सिंहासन

The chair of state for a monarch, bishop, etc..

The king sat on his throne.
throne