ଅର୍ଥ : ଯେଉଁ ବଡ ମହୁମାଛି ହଳଦିଆ ରଙ୍ଗର ହୋଇଥାଏ
ଉଦାହରଣ :
ଛାତ ଉପରେ ସାରଙ୍ଗର ବହୁତ ବଡ ଫେଣା ହୋଇଛି
ସମକକ୍ଷ : ସାରଂଗ
ଅର୍ଥ : ଛପ୍ପୟ ଛନ୍ଦର ଷଡବିଂଶତତମ ପ୍ରକାର
ଉଦାହରଣ :
କବି ସାରଙ୍ଗରେ ଏକ ଆଶୁ ରଚନା କଲେ
ଅର୍ଥ : ଏକ ପ୍ରକାର ବଡ଼ ହରିଣ ଯାହାର ମୁଣ୍ଡରେ ଦେଖାଯାଉଥିବା ଦୁଇ ଶିଙ୍ଗରେ ଅନେକ ଶାଖା ବାହାରିଥାଏ
ଉଦାହରଣ :
ଶ୍ୟାମ ଚିଡ଼ିଆଖାନାରେ ସାରଙ୍ଗକୁ ବାଦାମ ଖୁଆଉଥିଲା
ସମକକ୍ଷ : ବାରସିଙ୍ଘା
ଅର୍ଥ : ଚାରିଟି ତଗଣ ଥିବା ଏକ ପ୍ରକାର ଛନ୍ଦ
ଉଦାହରଣ :
ଏହି ପଦ୍ୟ ସାରଙ୍ଗଛନ୍ଦର ଉଦାହରଣ
ସମକକ୍ଷ : ସାରଙ୍ଗଛଂଦ, ସାରଙ୍ଗଛନ୍ଦ