ଅର୍ଥ : ଯେଉଁ ବିଦ୍ୟା ସାହାଯ୍ୟରେ ମନୁଷ୍ୟର ଶାରୀରିକ ଲକ୍ଷଣ,ଚିହ୍ନ ଆଦିକୁ ଦେଖି ଶୁଭାଶୁଭ ଫଳ କୁହା ଯାଇପାରେ
ଉଦାହରଣ :
ସେ ସାମୁଦ୍ରିକ ବିଦ୍ୟାରେ ପ୍ରବୀଣ
ସମକକ୍ଷ : ସାମୁଦ୍ରିକ ବିଦ୍ୟା
ଅର୍ଥ : ଯାହା ଜାହାଜ ବା ନୌପରିବହନ ଆଦି ସହ ସମ୍ବନ୍ଧିତ ବା ଯେଉଁଥିରେ ନୌପରିବହନ, ନାବିକ ଆଦି ସାମିଲ୍ ଥାଆନ୍ତି
ଉଦାହରଣ :
ସାମୁଦ୍ରିକ ତାଲିମ୍ ସମୟରେ ନାବିକମାନଙ୍କୁ ନୂଆନୂଆ ବିଷୟ ସହ ପରିଚିତ କରାଇଦିଆଗଲା