ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଗରୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଗରୀୟ   ବିଶେଷଣ

ଅର୍ଥ : ସମୁଦ୍ରର ବା ସମୁଦ୍ର ସମ୍ବନ୍ଧୀୟ

ଉଦାହରଣ : ତିମି ଏକ ସାମୁଦ୍ରିକ ଜୀବ

ସମକକ୍ଷ : ସମୁଦ୍ରୀୟ, ସାମୁଦ୍ରିକ

समुद्र-संबंधी या समुद्र का।

ह्वेल एक समुद्री जीव है।
दरियाई, समुद्री, समुद्रीय, सागरी, सागरीय, सामुद्रिक, सिंधव, सिन्धव, सैंधव, सैन्धव

Of or relating to the sea.

Marine explorations.
marine

ଅର୍ଥ : ସମୁଦ୍ରରୁ ଉତ୍ପନ୍ନ

ଉଦାହରଣ : ସେ ମୋତି,ଶଙ୍ଖ ଆଦି ସମୁଦ୍ରଜାତ ବସ୍ତୁଗୁଡ଼ିକର ବ୍ୟବସାୟ କରେ

ସମକକ୍ଷ : ସମୁଦ୍ରଜାତ, ସାମୁଦ୍ରିକ, ସୈନ୍ଧବ

समुद्र से उत्पन्न।

वह मोती, शंख आदि समुद्रज वस्तुओं का व्यापार करता है।
अब्धिज, दरियाई, समुद्रज, समुद्रिय, समुद्री, समुद्रीय, सागरी, सागरीय, सामुद्रिक, सिंधव, सिन्धव, सैंधव, सैन्धव

Native to or inhabiting the sea.

Marine plants and animals such as seaweed and whales.
marine