ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାମନ୍ତପ୍ରଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାମନ୍ତପ୍ରଥା   ବିଶେଷ୍ୟ

ଅର୍ଥ : କୌଣସି ରାଜ୍ୟର ଅନ୍ତର୍ଗତ ଯେଉଁ ପ୍ରଣାଳୀଦ୍ୱାରା ସାମନ୍ତ, ସର୍ଦ୍ଦାର ଓ ଜମିଦାରମାନଙ୍କର କୃଷକ ଓ ଜମିବାଡ଼ି ଉପରେ ପୂରା ଅଧିକାର ଥିଲା

ଉଦାହରଣ : ବ୍ରିଟିଶ୍ ଶାସନ ସମୟରେ ଆମଦେଶରେ ସାମନ୍ତପ୍ରଥା ଚାଲୁଥିଲା

किसी राज्य के अंतर्गत वह प्रणाली जिसमें सामंतों, सरदारों और ज़मींदारों आदि को किसानों, खेतीबारी की ज़मीनों आदि के संबंध में बहुत अधिकार या पूरे-पूरे अधिकार होते हैं।

यूरोप में सामन्तशाही अधिक दिनों तक नहीं चली।
सामंतप्रथा, सामंतशाही, सामन्तप्रथा, सामन्तशाही

The social system that developed in Europe in the 8th century. Vassals were protected by lords who they had to serve in war.

feudal system, feudalism