ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାବଧାନ ରହିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାବଧାନ ରହିବା   କ୍ରିୟାପଦ

ଅର୍ଥ : ଶାରୀରିକ ଓ ମାନସିକ ରୂପ ପ୍ରତି ସତର୍କ ରହିବା

ଉଦାହରଣ : ସୀମାନ୍ତରେ ସିପାହୀ ସବୁ ସମୟରେ ଜାଗ୍ରତ ଅଛନ୍ତି

ସମକକ୍ଷ : ଜାଗ୍ରତ ରହିବା, ସଜାଗ ରହିବା

शारीरिक एवं मानसिक रूप से सतर्क रहना।

सीमा पर सिपाही हर वक्त जागते हैं।
जागना, सजग रहना, सावधान रहना

Be awake, be alert, be there.

wake