ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାତଗୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାତଗୁଣା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ଆଦିର ମାତ୍ରାରୁ ତାର ଛଅ ଗୁଣା ଆହୁରି ଅଧିକ ମାତ୍ରା

ଉଦାହରଣ : ସାତର ସାତଗୁଣା ଅଣଚାଶ

किसी वस्तु आदि की मात्रा से उतनी छः बार और अधिक मात्रा जितनी की वह हो।

सात का सातगुना उनचास होता है।
सतगुना, सातगुना

ସାତଗୁଣା   ବିଶେଷଣ

ଅର୍ଥ : ଯାହା ଅଛି ତାଠାରୁ ତାର ଛଅ ଗୁଣା ଆହୁରି ଅଧିକ

ଉଦାହରଣ : ଅତିଥିମାନଙ୍କ ପାଇଁ ପ୍ରତିଦିନ ଅପେକ୍ଷା ଆଜି ସାତଗୁଣା ଭୋଜନ ତିଆରି କରିବାକୁ ପଡ଼ିବ

जितना हो उससे उतना छह बार और अधिक।

मेहमानों के लिए प्रतिदिन की अपेक्षा आज सातगुना भोजन बनाना पड़ेगा।
सतगुना, सातगुना

Having seven units or components.

septuple, seven-fold, sevenfold