ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଜ   ବିଶେଷ୍ୟ

ଅର୍ଥ : ଅଳଂକୃତ କରିବା ବା ସଜେଇବା କ୍ରିୟା

ଉଦାହରଣ : ରାଜକୁମାରଙ୍କ ରାଜ୍ୟାଭିଷେକ ଅବସରରେ ରାଜମହଲର ସାଜସଜ୍ଜା ଦେଖିବା ଯୋଗ୍ୟ ଥିଲା

ସମକକ୍ଷ : ସାଜ ସଜ୍ଜା

अलंकृत करने या सजाने की क्रिया।

राजकुमार के राज्याभिषेक के अवसर पर सभी लोग राजमहल की सजावट में लगे हैं।
अभ्यंजन, अभ्यञ्जन, अलंकरण, आराइश, ज़ीनत, जीनत, विन्यसन, विन्यास, सजावट, सज्जा, साज, साज सजावट, साज सज्जा, साज-सजावट, साज-सज्जा, साज़

The act of adding extraneous decorations to something.

embellishment, ornamentation

ଅର୍ଥ : ଆଡମ୍ବର ବା ସାଜସଜ୍ଜା ପାଇଁ ବ୍ୟବହୃତ କରାଯାଉଥିବା ବସ୍ତୁ

ଉଦାହରଣ : ଦାମୀ ସଜ୍ଜାସାମଗ୍ରୀ ଦ୍ୱାରା ବଙ୍ଗଳାର ଶୋଭା ଆହୁରି ବଢ଼ିଯାଇଛି

ସମକକ୍ଷ : ସାଜସଜ୍ଜାସାମଗ୍ରୀ

ठाठ-बाट या सजावट के लिए उपयोग की जाने वाली वस्तुएँ।

बँगले की शोभा क़ीमती साज़ों से और भी बढ़ गई है।
सज्जा सामग्री, साज, साज़

Something used to beautify.

decoration, ornament, ornamentation