ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଙ୍କୁଡ଼ିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଙ୍କୁଡ଼ିଯିବା   କ୍ରିୟାପଦ

ଅର୍ଥ : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା

ଉଦାହରଣ : ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି

ସମକକ୍ଷ : ବଙ୍କାହେବା, ମୋଡ଼ି ହେବା, ଲୋଚାକୋଚା ହେବା, ସଙ୍କୁଚିତ ହେବା

ठंड के कारण (फसल का) ठीक से विकसित न होना।

अधिक ठंड के कारण फसल ठिठुर गई है।
अँकड़ना, अकड़ना, ठिठरना, ठिठुरना