ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍କୁଚିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍କୁଚିତ ହେବା   କ୍ରିୟାପଦ

ଅର୍ଥ : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା

ଉଦାହରଣ : ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି

ସମକକ୍ଷ : ବଙ୍କାହେବା, ମୋଡ଼ି ହେବା, ଲୋଚାକୋଚା ହେବା, ସାଙ୍କୁଡ଼ିଯିବା

ठंड के कारण (फसल का) ठीक से विकसित न होना।

अधिक ठंड के कारण फसल ठिठुर गई है।
अँकड़ना, अकड़ना, ठिठरना, ठिठुरना

ଅର୍ଥ : ଉପର ଆଡ଼କୁ ସଙ୍କୁଚିତ ହେବା

ଉଦାହରଣ : ଥରେ ଧୋଇବାପରେ ହିଁ ଏହି ସ୍ୱେଟର୍ ଜାକି ହୋଇଗଲା

ସମକକ୍ଷ : ଜାକିହେବା

ऊपर की ओर सिमटना।

एक धुलाई के बाद ही यह स्वेटर चढ़ गया।
चढ़ना

Decrease in size, range, or extent.

His earnings shrank.
My courage shrivelled when I saw the task before me.
shrink, shrivel