ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଗୁଦାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଗୁଦାନା   ବିଶେଷ୍ୟ

ଅର୍ଥ : ସାଗୁଗଛ ଗଣ୍ଡିର କୋମଳ ପିଣ୍ଡରୁ ତିଆରି କରାଯାଉଥିବା ଦାନା ଯାହା ଶୀଘ୍ର ହଜମ ହୋଇଯାଏ

ଉଦାହରଣ : ଉପବାସ ସମୟରେ ସାଗୁଦାନାର ଖିଚୁଡ଼ି,କ୍ଷୀରି,ବରା,ପକଡ଼ି ଆଦି ଖିଆଯାଏ

सागू वृक्ष के तने के गूदे से तैयार किए हुए दाने जो शीघ्र पच जाते हैं।

उपवास के समय साबूदाने की खिचड़ी, खीर, वड़ा, पकौड़ा आदि खाया जाता है।
शंकरजटा, सागूदाना, साबूदाना

Sago ground into small round grains.

pearl sago