ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହମତ ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହମତ ଦେବା   କ୍ରିୟାପଦ

ଅର୍ଥ : ପ୍ରସ୍ତାବ ଆଦିରେ ରାଜିହେବା କିମ୍ବା କୌଣସି କାମ କରିବାକୁ ସକରାତ୍ମକ ଭାବେ ସ୍ୱୀକାର କରିବା

ଉଦାହରଣ : ପ୍ରାଧ୍ୟାପକ ଆମର ଏହି କାମକୁ ସ୍ୱୀକୃତି ଦେଲେ

ସମକକ୍ଷ : ରାଜିହେବା, ସମ୍ମତିଦେବା, ସ୍ୱୀକୃତିଦେବା

प्रस्ताव आदि मान लेना या किसी काम को करने के लिए साकारात्मक रूप से स्वीकार करना।

प्राध्यापक ने हमारे इस काम को स्वीकृति दी।
ठप्पा लगाना, मंजूरी देना, मुहर लगाना, मोहर लगाना, सकारना, सहमति देना, स्वीकार करना, स्वीकारना, स्वीकृति देना, हरी झंडी दिखाना, हरी झंडी देना, हाँ करना

Let have.

Grant permission.
Mandela was allowed few visitors in prison.
allow, grant