ଅର୍ଥ : କୌଣସି ଗୋଷ୍ଠୀର ସବୁଠାରୁ ଭଲ ଲୋକ ବା ବସ୍ତୁ
ଉଦାହରଣ :
ଏହି ଯୁଦ୍ଧରେ ଆମ ସେନାର କିଛି ସର୍ବୋତ୍ତମ ଶହୀଦ ହୋଇଗଲେ
ସମକକ୍ଷ : ସର୍ବୋତ୍କୃଷ୍ଟ
ଅର୍ଥ : ଯିଏ ସବୁଠାରୁ ଉତ୍ତମ ବା ଶ୍ରେଷ୍ଠ
ଉଦାହରଣ :
ମନୋଜ ବିଦ୍ୟାଳୟର ସର୍ବୋତ୍ତମ ଛାତ୍ରଭାବେ ବଛା ହୋଇଛି
ସମକକ୍ଷ : ଅତ୍ୟୁତ୍ତମ, ସର୍ବଶ୍ରେଷ୍ଠ, ସର୍ବୋତ୍କୃଷ୍ଟ