ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ବସାଧାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ବସାଧାରଣ   ବିଶେଷଣ

ଅର୍ଥ : ଯାହା ସମସ୍ତଙ୍କ ପାଇଁ

ଉଦାହରଣ : ସୁଲଭ ଶୌଚାଳୟ ସର୍ବସାଧାରଣଙ୍କ ସୁବିଧାପାଇଁ ହୋଇଥାଏ

जो सबके के लिए हो।

सुलभ सौचालय सर्वसामान्य लोगों की सुविधा के लिए है।
सर्व साधारण, सर्व सामान्य, सर्वसाधारण, सर्वसामान्य

ଅର୍ଥ : ଯାହା ସବୁଥିରେ ସାଧାରଣ ରୂପରେ ମିଳେ

ଉଦାହରଣ : ଗତିଶୀଳତା ପ୍ରଣୀମାନଙ୍କ ସର୍ବସାଧାରଣ ଗୁଣ

ସମକକ୍ଷ : ଅତି ସାଧାରଣ, ସର୍ବସାମାନ୍ୟ

जो सबमें सामान्य रूप से पाया जाता हो।

गतिशीलता प्राणियों का सर्वसामान्य गुण है।
सर्व साधारण, सर्व सामान्य, सर्वसाधारण, सर्वसामान्य