ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସରୋବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସରୋବର   ବିଶେଷ୍ୟ

ଅର୍ଥ : ବିଶେଷକରି ପ୍ରାକୃତିକ ଏବଂ ଲମ୍ବା ଚୌଡ଼ା ଜଳାଶୟ

ଉଦାହରଣ : ସେ ଜଳାଶୟରେ ଗାଧୋଉଛି

ସମକକ୍ଷ : ଜଳାଶୟ, ସର

लम्बा-चौड़ा जलाशय विशेषकर प्राकृतिक।

वह झील में नहा रहा है।
अखात, जल्ला, झील, लेक, सर, सरोवर, ह्रद

A body of (usually fresh) water surrounded by land.

lake

ଅର୍ଥ : ଯେଊଁ ଗଡ଼ିଆ ବା ଜଳଭଣ୍ଡାରର ଆକାର ଛୋଟ

ଉଦାହରଣ : ସେ ପୋଖରୀରୁ ମାଛ ଧରୁଛି

ସମକକ୍ଷ : ପୁଷ୍କରିଣୀ, ପୋଖରୀ, ସର, ସରସୀ

वह तालाब या पोखर जो आकार में छोटा हो।

वह पोखरी में मछली मार रहा है।
कासार, गड़ही, तलैया, पोखरी, बावड़ी, बावली, वापिका, वापी, सरसिका, सरसी

A small lake.

The pond was too small for sailing.
pond, pool

ଅର୍ଥ : ଯାହା ତରଳ ପଦାର୍ଥଥିବା କୌଣସି ପୋଖରୀ ସମାନ

ଉଦାହରଣ : ମନୋହର ପ୍ରେମର ସରୋବରରେ ଉବୁଟୁବୁ ହେବାକୁ ଲାଗିଲା

ସମକକ୍ଷ : ଗାଡ଼ିଆ, ଜଳାଶୟ, ପୁଷ୍କରିଣୀ, ପୋଖରୀ

* तालाब के समान किसी तरल का कुंड।

मनोहर प्रेम के तालाब में गोते खाने लगा।
तालाब

Something resembling a pool of liquid.

He stood in a pool of light.
His chair sat in a puddle of books and magazines.
pool, puddle