ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସରଳଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସରଳଭାବ   ବିଶେଷ୍ୟ

ଅର୍ଥ : ଲୋକଦେଖାଣିଆ ନ ଥାଇ ସରଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ସନ୍ଥ ଲୋକେ ସରଳଭାବରେ ଜୀବନ ବିତେଇବା ପସନ୍ଦ କରନ୍ତି

ସମକକ୍ଷ : ସାଦାସିଧାଭାବ

तामझाम और दिखावा न करते हुए सरल होने की अवस्था या भाव।

संत लोग सादगी से जीवन बिताना पसंद करते हैं।
सादगी, सादापन

The appearance of being plain and unpretentious.

plainness