ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସରଚାର୍ଜ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସରଚାର୍ଜ୍   ବିଶେଷ୍ୟ

ଅର୍ଥ : କୌଣସି ବିଶିଷ୍ଟ କାର୍ୟ ବା ବିଶେଷ ପରିସ୍ଥିତିରେ ନିର୍ଦ୍ଧାରିତ ପରିମାଣଠାରୁ ଯେଉଁ ଅତିରିକ୍ତ କର ବା ଶୁଳ୍କ ଅଧିକ ନିଆଯାଏ

ଉଦାହରଣ : ମୁଁ ସରଚାର୍ଜ୍ ଦେଇ ଆଜି ଏହି ପାର୍ସଲ୍ ଆଣିଲି

ସମକକ୍ଷ : ଅଧିଶୁଳ୍କ

वह अतिरिक्त या विशेष अंश जो किसी विशिष्ट कार्य के लिए या किसी विशेष परिस्थिति में अलग से अधिक लिया जाय या परिमाण से अधिक कर या शुल्क।

मैनें आज ही यह पार्सल अधिभार देकर छुड़ाया।
अधिभार, अधिशुल्क, सरचार्ज

An additional charge (as for items previously omitted or as a penalty for failure to exercise common caution or common skill).

surcharge