ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିଶୁଳ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିଶୁଳ୍କ   ବିଶେଷ୍ୟ

ଅର୍ଥ : ସାଧାରଣରୁ ଯେଉଁ ଅଧିକ କର କୌଣସି ବିଶେଷ ପରିସ୍ଥିତିରେ ନିଆଯାଏ‍‍

ଉଦାହରଣ : ଶୁଳ୍କ ଠିକ୍‌ସମୟରେ ଜମା ନ କଲେ ଅଧିଶୁଳ୍କ ଲଗାଯାଏ

ସମକକ୍ଷ : ଅଧିକର

नियमित रूप से नित्य धर्मग्रंथ का आद्योपांत पाठ करने वाला व्यक्ति।

पड़ोस के पारायणिक शांत एवं विनम्र है।
पारायणिक

ଅର୍ଥ : କୌଣସି ବିଶିଷ୍ଟ କାର୍ୟ ବା ବିଶେଷ ପରିସ୍ଥିତିରେ ନିର୍ଦ୍ଧାରିତ ପରିମାଣଠାରୁ ଯେଉଁ ଅତିରିକ୍ତ କର ବା ଶୁଳ୍କ ଅଧିକ ନିଆଯାଏ

ଉଦାହରଣ : ମୁଁ ସରଚାର୍ଜ୍ ଦେଇ ଆଜି ଏହି ପାର୍ସଲ୍ ଆଣିଲି

ସମକକ୍ଷ : ସରଚାର୍ଜ୍

वह अतिरिक्त या विशेष अंश जो किसी विशिष्ट कार्य के लिए या किसी विशेष परिस्थिति में अलग से अधिक लिया जाय या परिमाण से अधिक कर या शुल्क।

मैनें आज ही यह पार्सल अधिभार देकर छुड़ाया।
अधिभार, अधिशुल्क, सरचार्ज

An additional charge (as for items previously omitted or as a penalty for failure to exercise common caution or common skill).

surcharge